ମିଟସ୍ ସ୍କୁଲ ଅଫ୍ ଵାୟୋଟେକ୍ନୋଲୋଜି ପକ୍ଷରୁ ଆତ୍ମହତ୍ୟା ନିରୋଧ ଦିବସ ଅବସରରେ ଆଲୋଚନାଚକ୍ର


ଆଜି ବୁଧବାର ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ଅବସରରେ ଭୁବନେଶ୍ବରର ଅଗ୍ରଣୀ ‘ମିଟସ୍ ସ୍କୁଲ ଅଫ୍ ଵାୟୋଟେକ୍ନୋଲୋଜି’ ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ଡ଼ଃ ଜି କେ ପଣ୍ଡା ଙ୍କ ପୌରୋହିତ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।
