ମିଟସ୍ ସ୍କୁଲ ଅଫ୍ ଵାୟୋଟେକ୍ନୋଲୋଜି ପକ୍ଷରୁ ଆତ୍ମହତ୍ୟା ନିରୋଧ ଦିବସ ଅବସରରେ ଆଲୋଚନାଚକ୍ର

news-article-09-25

ଆଜି ବୁଧବାର ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ଅବସରରେ ଭୁବନେଶ୍ବରର ଅଗ୍ରଣୀ ‘ମିଟସ୍ ସ୍କୁଲ ଅଫ୍ ଵାୟୋଟେକ୍ନୋଲୋଜି’ ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ଡ଼ଃ ଜି କେ ପଣ୍ଡା ଙ୍କ  ପୌରୋହିତ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।

Leave us a Comment